କରୋନା କଟକଣା ପାଇଁ ସମୟ ବଦଳିଲା : କନ୍ଧମାଳରେ ଆଜିଠାରୁ ସକାଳ ୮ଟାରୁ ବ୍ୟାଙ୍କ ଖୋଲା

ବ୍ୟାଙ୍କ ଜମା ଉପରେ ବୀମା ୫ ଲକ୍ଷ, ବ୍ୟାଙ୍କ ବୁଡ଼ିଲେ କିମ୍ବା କଟକଣା ଲାଗିଲେ ୯୦ ଦିନ ଭିତରେ ମିଳିବ ବୀମା ରାଶି

livemint.com

ଫୁଲବାଣୀ :କରୋନା କଟକଣା ପାଇଁ ବ୍ୟାଙ୍କ ଖୋଲିବା ସମୟ ବଦଳାଇଛନ୍ତି ରାଜ୍ୟ ସରକାର। ରାଜ୍ୟର କେତେକ ଜିଲ୍ଲାରେ ଏଭଳି ସମୟ ବଦଳା ଯାଇଥିବା ବେଳେ ସେଥିରେ କନ୍ଧମାଳ ରହିଛି। ଆସନ୍ତାକାଲିଠାରୁ ସବୁ ବ୍ୟାଙ୍କ ସକାଳ ୮ଟାରୁ ଖୋଲା ରହିବ। ଅପରାହ୍ନ ୧ଟାରେ ବନ୍ଦ ରହିବ। ତେଣୁ ଗ୍ରାହକମାନେ ଏ ନେଇ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟାଙ୍କକୁ ଆସି ସମାଜିକ ଦୂରତା ରକ୍ଷା କରି କାମ ସାରି ଯିବାକୁ ସବୁ ବ୍ୟାଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe