୧୩ ବ୍ଲକ୍‌ରେ ନୂଆ ବିଡିଓ

୮ ଓଏଏସ୍‌ ଅଧିକାରୀଙ୍କ ବଦଳି

telegraphindia.com

ଭୁବନେଶ୍ବର : ଓଏଏସ୍‌ ଅଫିସର୍‌ ସ୍ତରରେ ରାଜ୍ୟ ସରକାର ଆଜି ଏକ ଅଦଳବଦଳ କରିଛନ୍ତି। ୧୦ଟି ବ୍ଲକ୍‌ରେ ନୂଆ ବିଡିଓଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ବିଡିଓମାନେ ହେଲେ ଗଞ୍ଜାମରେ ବିଶ୍ବଜିତ ରାୟ, ପୁରୁଷୋତ୍ତମପୁରରେ ବିଜୟ କୁମାର ବେହେରା, ସୋନପୁରରେ ଆକାଶ କୁମାର ସାହୁ, ସିମୁଳିଆରେ ସୁଧୀର କୁମାର ସିଂହ, ବାଙ୍କୀରେ ରତ୍ନାକର କାଣ୍ଡି, ମୁରୀବାହାଲ୍‌ରେ ପ୍ରିୟ ରଞ୍ଜନ କୁମାର, ନିମାପଡ଼ାରେ ସୁରେଶ ଚନ୍ଦ୍ର ପଣ୍ଡା, ଜଗନ୍ନାଥପ୍ରସା‌ଦରେ ଅନୁପ ପଣ୍ଡା, କଲ୍ୟାଣସିଂହପୁରରେ ଅନୁପ ଅଭିଷେକ ବେହେରା, ଖଲ୍ଲିକୋଟରେ ମିତାଲି ପାତ୍ର, ଗଁଦିଆରେ ମନୋଜ କୁମାର ବେହେରା, କେ ନୂଆଗାଁରେ ଶରତ ଚନ୍ଦ୍ର ପାତ୍ର ଓ ଢେଙ୍କାନାଳ ସଦରରେ ସୁଧୀର କୁମାର ନାୟକ। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏହି ନିଯୁକ୍ତି ନେଇ ଆଜି ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe