ସମ୍ବଲପୁରରେ ନିର୍ମାଣ ହେବ ନୂତନ କୋଭିଡ ହସ୍ପିଟାଲ : ସ୍ବାସ୍ଥ୍ୟମନ୍ତ୍ରୀ

Advertisment
ସମ୍ବଲପୁରରେ ନିର୍ମାଣ ହେବ ନୂତନ କୋଭିଡ ହସ୍ପିଟାଲ : ସ୍ବାସ୍ଥ୍ୟମନ୍ତ୍ରୀ

ସମ୍ବଲପୁର: ରାଜ୍ୟ ସରକାର ସମ୍ବଲପୁରରେ ନୂତନ କୋଭିଡ଼ ହସ୍ପିଟାଲ ନିର୍ମାଣ ଏକ କରିବାକୁ ଯାଉଛନ୍ତି, ଯାହା ଏକ ବିକାଶ ସିଟି ହସ୍ପିଟାଲ ହେବ। ୮୦ଟି ଏଚଡ଼ିୟୁ, ୨୦ଟି ଆଇସିୟୁ, ୧୦ଟି ଭେଂଟିଲେଟର ବେଡ଼ର ଚିକିିତ୍ସା ସୁବିଧା କରାଯିବ ।

publive-image New Indian Express

ଏହା ସହ ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରାରେ ଥିବା ଡିସିଏଚରେ ୨୦ଟି ସାଧାରଣ ବେଡ୍, ୩୦ଟି ଆଇସିୟୁ ବେଡ୍ ନୂଆ ହେବ। ଅନୁଗୁଳ ଜିଲ୍ଲାର  ତାଳଚେରରେ ୪୦ରୁ ଶହେକୁ ଆଇସିୟୁ, ୧୦ରୁ ୩୦ଟି ଆଇସିୟୁକୁ ବଢାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe