ଓୟୁଏଟିରେ ନୂତନ ଡିନ୍‌ଙ୍କ ଯୋଗଦାନ

Advertisment
ଓୟୁଏଟିରେ ନୂତନ ଡିନ୍‌ଙ୍କ ଯୋଗଦାନ

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁଳାଧିପତି ତଥା ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ୨ ଜଣ ନୂତନ ଡିନ୍‌ ଭାବେ ଯୋଗ ଦେଇଛନ୍ତି। କୃଷି ଗବେଷଣା ଡିନ୍‌ ଭାବେ ପ୍ରଫେସର ରମେଶ ଚନ୍ଦ୍ର ପାତ୍ର ଏବଂ କୃଷି କଲେଜ୍‌ର ଡିନ୍‌ ଭାବେ ପ୍ରଫେସର କୁମ୍ଭକର୍ଣ୍ଣ ରାଉତ ଯୋଗ ଦେଇଛନ୍ତି। ଏଥିସହ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ, ପ୍ରଫେସର ଡ.ହୃଷିକେଶ ପାତ୍ରଙ୍କୁ ନୂତନ ପ୍ଲାନିଂ ନିର୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ଉଭୟ ଡିନ୍‌ଙ୍କ ସମେତ ନବ ନିଯୁକ୍ତ ପ୍ଲାନିଂ ନିର୍ଦେଶକ କୁଳପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଶିକ୍ଷା, ଗବେଷଣା ଓ ପ୍ଲାନିଂ ସମ୍ପର୍କରେ ଆଲୋଚନା କରିଥିଲେ ବୋଲି ଦେବପ୍ରସାଦ ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe