ସାରା ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି, କଟକ-ଭୁବନେଶ୍ୱରରେ ୧୪୪ ଧାରା

ଜାରି ହେଲା ଗାଇଡଲାଇନ୍: ଜାନୁଆରିରେ ବଣଭୋଜି ବନ୍ଦ

Photo: Bibhuti Sahoo, Sambad, Bhubaneswar

ଭୁବନେଶ୍ୱର: ସାରା ରାଜ୍ୟରେ ଆଜି ରାତି ୧୦ଟାରୁ ରାତ୍ରୀକାଳୀନ କର୍ଫ୍ୟୁ ଜାରି ହୋଇଯାଇଛି। ଏହା ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ। କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବା ମିଳିବ। ସେହିପରି ଭୁବନେଶ୍ୱର ଓ କଟକରେ ୧୪୪ ଧାରା ଲାଗୁ ହୋଇଯାଇଛି। ଭୁବନେଶ୍ୱର ଓ କଟକରେ ୪୦ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ପୁଲିସ କର୍ମଚାରୀମାନେ ରାତି ତମାମ ସହରର ମୁଖ୍ୟ ଛକ ଗୁଡ଼ିକରେ ଲୋକଙ୍କ ଯାତାୟତ ପ୍ରତି ନଜର ରଖିବେ। ଏ ନେଇ ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, କରୋନା ଲାଗି ପୁଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe