ପୁଣି ରାତି ୧୦ଟାରୁ ନାଇଟ୍‌ କର୍ଫ୍ୟୁ

ପୁଣି ରାତି ୧୦ଟାରୁ ନାଇଟ୍‌ କର୍ଫ୍ୟୁ

Sambad English

ଭୁବନେଶ୍ୱର : ଭୁବନେଶ୍ବର ଓ କଟକର ସହରାଞ୍ଚଳରେ କଡ଼ାକଡ଼ି ହୋଇଥିବା ନାଇଟ୍‌ କର୍ଫ୍ୟୁ ପୁଣି ପୂର୍ବାବସ୍ଥାକୁ ଫେରିବ। ଗୁରୁବାର ଠାରୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ରାଜ୍ୟର ସମସ୍ତ ସହରାଞ୍ଚଳରେ ଏବେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିଥିବାବେଳେ ପାର୍ବଣ ଭିଡ଼କୁ ନଜର ରଖି ରାଜ୍ୟସରକାର ଅକ୍ଟୋବର ୧୧ରୁ ୨୦ ପର୍ଯ୍ୟନ୍ତ ଭୁବନେଶ୍ବର, କଟକ ସହର ପାଇଁ ରାତି ୮ଟାରୁ ସକାଳ ୫ଟା ନାଇଟ୍ କର୍ଫ୍ୟୁ ଲଗାଇଥିଲେ। ଯାହା ଏବେ କୋହଳ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe