ନିଖିଲ ପବନ କଲ୍ୟାଣ ହେଲେ ଯାଜପୁର ଜିଲ୍ଲାପାଳ

Advertisment
ନିଖିଲ ପବନ କଲ୍ୟାଣ ହେଲେ ଯାଜପୁର ଜିଲ୍ଲାପାଳ

ଭୁବନେଶ୍ବର: ଯାଜପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କୁ ବଦଳି ହୋଇଛି। ଯାଜପୁରରେ ଗ୍ରାମୀଣ ବିକାଶ ବିଭାଗର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣଙ୍କୁ ନୂଆ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe