ପୁଲିସ ପଦୋନ୍ନତି: ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଲେ ୯ ଜଣ ଡିଏସ୍‌ପି

Advertisment
ଥାନା ବାବୁଙ୍କୁ ଦିଆଯିବ ଥାନା ଚଳାଇବା ତାଲିମ୍‌

dacoromania.org

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ୯ ଜଣ ଡିଏସ୍‌ପିଙ୍କୁ ପଦୋନ୍ନତି ଦେଇଛନ୍ତି। ଏହି ଜଣ ପୁଲିସ ଅଧିକାରୀ ଡିଏସ୍‌ପି ପଦୋନ୍ନତି ପାଇ ଅତିରିକ୍ତ ଏସ୍‌ପି ହୋଇଛନ୍ତି।

ସୂଚନା ଅନୁସାରେ ପ୍ରଦୀପ ଜାଲି, ମନୋରଂଜନ ପ୍ରଧାନ, ବିପିନ ବେହେରା, ପ୍ରମୋଦ ରଥ, ଇତିକାନ୍ତ ମହାପାତ୍ର, ସୟଦ ମୁଜିବୁର ରେହମାନ, ସୁଦାମ ସାହୁ, କିଶୋର ପାଣିଗ୍ରାହୀ ଓ ଜ୍ଞାନରଂଜନ ମହାପାତ୍ର ଅତିରିକ୍ତ ଏସ୍‌ପି ପଦ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe