ପ୍ରଚାରକୁ ଓହ୍ଲାଇଲେ ନିରଞ୍ଜନ ପଟ୍ଟନାୟକ

Advertisment
ପ୍ରଚାରକୁ ଓହ୍ଲାଇଲେ ନିରଞ୍ଜନ ପଟ୍ଟନାୟକ

ଝାରବନ୍ଧ: ପଦ୍ମପୁର ଉପନିର୍ବାଚନମଣ୍ଡଳୀ‌େର କଂଗ୍ରେସ ନିଜ ଦକ୍ଷ ନେତାଙ୍କୁ ପ୍ରଚାରକୁ ଓହ୍ଲାଇଛି। ଦଳର ହେଭିୱେଟ ନେତାମାନେ ପ୍ରଚାରର ମଙ୍ଗ ଧରିଛନ୍ତି।

ଝାରବନ୍ଧଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ଜିଲ୍ଲା ସଭାପତି ନିହାରରଞ୍ଜନ ମହାନନ୍ଦ, ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ, ଝାରବନ୍ଧ ବ୍ଲକ କଂଗ୍ରେସ ସଭାପତି ମୁଝାଫର୍ ହୁସେନ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବାକୁ ଭୋଟର୍‌ଙ୍କୁ ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe