ଜାମିନ ପାଇଁ ହାଇକୋର୍ଟରେ ନିରଞ୍ଜନ ସେଠୀ

Advertisment
ଜାମିନ ପାଇଁ ହାଇକୋର୍ଟରେ ନିରଞ୍ଜନ ସେଠୀ

ନିରଞ୍ଜନ ସେଠୀ

କଟକ : ବହୁଚର୍ଚ୍ଚିତ କ୍ୟାମେରାମ୍ୟା୍‌ନ ମାନସ ସ୍ବାଇଁ ହତ୍ୟା ମାମଲାରେ ନିରଞ୍ଜନ ସେଠୀ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ, ମାନସଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା। ଚାନ୍ଦବାଲି ଥାନାରେ ପରିବାର ତରଫରୁ ଏତଲା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe