ଭୁବନେଶ୍ବର : ବାଲେଶ୍ୱରର ବାହାନଗାଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ନେଇ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ବହୁ ସଂଖ୍ୟାରେ ଲୋକମାନେ ଗୁରୁତର ଆହତ ହୋଇଛନ୍ତି। ତେଣୁ କଂଗ୍ରେସ କର୍ମୀମାନେ ଆହତମାନଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରିବା ଲାଗି ଶ୍ରୀ ପଟ୍ଟନାୟକ ଆହ୍ବାନ କରିଛନ୍ତି।
ଆହତଙ୍କୁ ସହାୟତା ପାଇଁ କଂଗ୍ରେସ କର୍ମୀଙ୍କୁ ନିରଞ୍ଜନଙ୍କ ଆହ୍ବାନ
Advertisment
Follow Us