ଶ୍ରୀମନ୍ଦିରରେ ବଡ଼ ବିବାଦ: ବିନା ପହୁଡ଼ରେ ମହାପ୍ରଭୁଙ୍କ ଆଜିର ନୀତି ଆରମ୍ଭ

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି: ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ

ପୁରୀ: ସିଂହାରି-ସୁପକାର ସେବକ ବିବାଦ କାରଣରୁ ମହପ୍ରଭୁଙ୍କ ଗତକାଲିର ପହୁଡ଼ ହୋଇପାରିନଥିଲା। ବିନା ପହୁଡ଼ରେ ଆଜିର ନୀତି ଆରମ୍ଭ ହୋଇଛି।। ଗତକାଲି  ଭିତର କାଠରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ ନୀତି ହୋଇଥିଲା। ମହାସ୍ନାନ ନୀତି ହେବାରୁ ଭୋଗ ବାହାରି ପାରିନଥିଲା। ଏହାରି ଭିତରେ ଭୋଗ ବଢାରେ ବିଳମ୍ବ ଓ ଗଭାଲାଗି ନୀତି ନ କରିବାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା।

ମହାପ୍ରଭୁଙ୍କ ନୀତି ବିଳମ୍ବ ହେବାରୁ ଗତକାଲିର ପହୁଡ଼ ହୋଇପାରିନି। ବିନା ପହୁଡ଼ରେ ଆଜିର ନୀତି ଆରମ୍ଭ ହୋଇଛି। ବିବାଦ ଯୋଗୁ ଗତକାଲି ରାତିରେ ଭୋଗମଣ୍ଡପ ଘରେ ମହାପ୍ରସାଦ ତାଲା ମାରି ପଳାଇଥିଲେ ସିଂହାରି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe