ପୌର ନିର୍ବାଚନ : ଶେଷ ହେଲା ମନୋନୟନ ପତ୍ର ଦାଖଲ ପ୍ରକ୍ରିୟା, ରାଜ୍ୟରେ ପୌରାଧ୍ୟକ୍ଷ/ମେୟର ପଦ ପାଇଁ ମୋଟ ୬୯୩ ଜଣ ପ୍ରାର୍ଥୀ

ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ରାୟଗଡ଼ା ଜିଲ୍ଲା

Times of India

ଭୁବନେଶ୍ବର :ପୌର ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲ କରିବାର ଆଜି ଥିଲା ଶେଷ ଦିବସ । ଶେଷ ଦିନରେ କାଉନସିଲର ଓ କର୍ପୋରେଟର ପଦବୀ ପାଇଁ ମୋଟ ୪୫୪୧ଟି ମନୋନୟନ ପତ୍ର ଦାଖଲ ହୋଇଛି । ପୌରାଧ୍ୟକ୍ଷ ଓ ମେୟର ପଦ ପାଇଁ ଆଜି ମୋଟ ୫୦୪ଟି ମନୋନୟନ ପତ୍ର ଦାଖଲ କରାଯାଇଛି ।

ଏହାକୁ ମିଶାଇ ଗତ ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ କାଉନସିଲର ଓ କର୍ପୋରେଟର ପଦବୀ ପାଇଁ ମୋଟ ୬୪୫୯ଟି ମନୋନୟନ ପତ୍ର ଦାଖଲ ହୋଇଛି । ପୌରାଧ୍ୟକ୍ଷ ଓ ମେୟର ପଦ ପାଇଁ ଆଜି ମୋଟ ୬୯୩ଟି ମନୋନୟନ ପତ୍ର ଦାଖଲ କରାଯାଇଛି ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe