ଅଢ଼େଇ ଲକ୍ଷ ଜବତ

ଅଢ଼େଇ ଲକ୍ଷ ଜବତ

indiatoday.in

ଝାରସୁଗୁଡ଼ା : ବଡ଼ମାଳ ଥାନା ସମ୍ମୁଖ ବିଜୁ ଏକ୍ସପ୍ରେସ ୱେରେ ଯାନବାହନ ଯାଞ୍ଚ କରୁଥିବା ବେଳେ ପୁଲିସ୍ ଏକ କାର ଭିତରୁ ଅ‌ଢ଼େଇ ଲକ୍ଷ ଟଙ୍କା ଜବତ କରିଛି। ଅଟକ ଇନୋଭା କାର୍‌ର ନମ୍ବର ସିଜି ୧୧ଏଏନ ୨୪୦୬ ରହିଛି। ଜବତ ହୋଇଥିବା ଟଙ୍କା ସବୁ ୫୦୦ ଟଙ୍କିଆ ରହିଛି। ଏନେଇ ଅଧିକ ତଦନ୍ତ ଜାରି ଚାଲିଥିବା ଆଇଆଇସି ଅଭିତାଭ ପଣ୍ଡା ପ୍ରକାଶ କରିଛନ୍ତି। ଟଙ୍କା ନେଇ ଯାଉଥିବା ଛତିଶଗଡ଼ ଚାମ୍ପାର ଅରବିନ୍ଦ ଅଗ୍ରୱାଲଙ୍କୁ ଅଟକ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe