ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା

Advertisment
ବୁଥ୍‌ ବାହୁଡ଼ା ମତ: ସବୁଠି କଡ଼ା ମୁକାବିଲା, ବିଜେପି ନେଇପାରେ ରାଜସ୍ଥାନ, ମଧ୍ୟପ୍ରଦେଶ

The Financial Express

ଭୁବନେଶ୍ବର : ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ଉପନିର୍ବାଚନ ହେବ। ଆଜି ଏନେଇ ଗୃହ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଅନୁଯାୟୀ, ନଭେମ୍ବର ୧୭ ସୁଦ୍ଧା ନାମାଙ୍କନପତ୍ର ଦାଖଲ ଶେଷ ହେବ। ନଭେମ୍ବର ୧୮ରେ ନାମାଙ୍କନପତ୍ର ଯାଞ୍ଚ, ନଭେମ୍ବର ୨୧ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଛି। ଡିସେମ୍ବର ୫ରେ ସକାଳ ୭ଟାରୁ ଅପରାହ୍ନ ୪ଟା ମଧ୍ୟରେ ଭୋଟ୍‌ ଗ୍ରହଣ କରାଯିବ ଓ ଡିସେମ୍ବର ୮ରେ ଭୋଟ୍‌ ଫଳାଫଳ ପ୍ରକାଶ ପାଇବ। ଡିସେମ୍ବର ୧୦ ସୁଦ୍ଧା ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe