ନୂଆପଡ଼ା: ଆଉ ୮ କୋଭିଡ୍ ପଜିଟିଭ୍ ଚିହ୍ନଟ

ନୂଆପଡ଼ା: ଆଉ ୮ କୋଭିଡ୍ ପଜିଟିଭ୍ ଚିହ୍ନଟ

World Health Organization (WHO)

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଆଜି ଆଉ ୮ ଜଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଆଜି ୨୫୦ ଜଣଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ଖଡ଼ିଆଳ ବ୍ଲକରେ ୨ ଜଣ ଓ ନୂଆପଡ଼ା  ଡିଏଚ୍‌ଏଚ୍‌ରେ ୬ ଜଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୭୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲା କୋଭିଡ ସ୍ବାସ୍ଥ୍ୟ ଅଧିକାରୀ ଡା. ଗୋପାଳ ଚନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି। ତେବେ ହୁ ହୁ ହୋଇ କରୋନା ବଢ଼ୁଥିବାରୁ ଲୋକଙ୍କ ଭିତରେ ଚିନ୍ତା ପଶିଯାଇଛି। ଆଗକୁ ସତର୍କ ନହେଲେ ସ୍ଥିତି ଉଦବେଗଜନକ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe