Nuapada by-election: ନୂଆପଡ଼ା ଉପନିର୍ବାଚନ: କାଲି ପ୍ରଚାର ଶେଷ, ଆଜି ପୁଣି ଯିବେ ମୋହନ

ଗୋଟିଏ ଦିନର ବ୍ୟବଧାନରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନୂଆପଡ଼ାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ହେଲିକପ୍ଟର ଯୋଗେ ଶନିବାର ଦିନ ୨ଟାରେ ସର୍କିଟ୍‌ ହାଉସ୍‌ ପାଖରେ ଥିବା ପଡ଼ିଆରେ....

Mohan

ନୂଆପଡ଼ା: ଗୋଟିଏ ଦିନର ବ୍ୟବଧାନରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନୂଆପଡ଼ାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ହେଲିକପ୍ଟର ଯୋଗେ ଶନିବାର ଦିନ ୨ଟାରେ ସର୍କିଟ୍‌ ହାଉସ୍‌ ପାଖରେ ଥିବା ପଡ଼ିଆରେ ପହଞ୍ଚି ଶ୍ରୀ ମାଝୀ ନୂଆପଡ଼ା ସହରରେ ରୋଡ୍‌ ସୋ’ କରିବେ।

ଉକ୍ତ ରୋଡ୍‌ ସୋ’ ୧୦ କିମି ଅତିକ୍ରମ କରି ଖରିଆର ରୋଡ୍‌ ସହରରେ ପହଞ୍ଚିବ। ସେଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ ରୋଡ୍‌ ସୋ’ କରିବା ସହ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe