ଓଏଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ: ୩୨ ବ୍ଲକରେ ନୂଆ ବିଡ଼ିଓ

Advertisment
୮ ଓଏଏସ୍‌ ଅଧିକାରୀଙ୍କ ବଦଳି

Eduvoice

ଭୁବନେଶ୍ବର : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବୁଧବାର ଦିନ ଓଏଏସ୍‌ ଅଧିକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ୩୩ଜଣ ଓଏଏସ୍‌ ଅଧିକାରୀଙ୍କର ବଦଳି ହୋଇଥିବାବେଳେ ୩୨ଟି ବ୍ଲକରେ ନୂଆ ବିଡିଓଙ୍କୁ ନିଯୁକ୍ତି ଦିଆଯାଇଛି। କିଛି ବିଡିଓଙ୍କୁ ଅନ୍ୟ ବ୍ଲକକୁ ବଦଳି ହୋଇଥିବାବେଳେ ୫ଜଣ ତହସିଲଦାର, ଜଣେ ଡେପୁଟି କଲେକ୍ଟରଙ୍କର ବିଡିଓ ଭାବେ ବଦଳି ହୋଇଛି। ଏକାଧିକ ବ୍ଲକ ଦାୟିତ୍ବରେ ଥିବା ବିଡିଓଙ୍କୁ ଗୋଟିଏ ବ୍ଲକର ଦାୟିତ୍ବ ଦିଆଯାଇଛି। ଏହାସହ ରଣପୁର ବିଡିଓଙ୍କୁ ଭୁବନେଶ୍ବରସ୍ଥିତ ଆର୍‌ପିଆର୍‌ସିର ପ୍ରଶାସନିକ ଅଧିକାରୀ ଭାବେ ବଦଳି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe