Housing
ଭୁବନେଶ୍ବର : ରାଜଧାନୀରେ କେତେ ସରକାରୀ ଜମି ପ୍ରଭାବଶାଳୀ, କ୍ଷମତାଶାଳୀ, ବାହୁବଳୀ ଲୋକଙ୍କ ଜବରଦଖଲରେ ଅଛି? କେତେ ଜମି ଗରୀବ ଖଟିଖିଆ ଦିନ ମଜୁରିଆ ମୁଣ୍ଡ ଗୁଞ୍ଜିବା ପାଇଁ ନିଜ ଦଖଲରେ ରଖିଛନ୍ତି? ବିଧାୟକ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କର ଏହି ପ୍ରଶ୍ନର ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ ଏନେଇ ତଥ୍ୟ ସଂଗ୍ରହ କରାଯାଉଛି। ରାଜଧାନୀରେ କେତେ ଜମି କିଏ କିଏ ଜବରଦଖଲ କରିଛନ୍ତି ତା’ର ତଥ୍ୟ ମୁଖ୍ୟମନ୍ତ୍ରୀ ଦେଇପାରିନାହାନ୍ତି।
Follow Us