ଦିଲ୍ଲୀ ଇଣ୍ଡିଆ ଗେଟ୍‌ ନିକଟରେ ଓଡ଼ିଆ ଯୁବକଙ୍କ ଆତ୍ମଦାହ ଉଦ୍ୟମ, କାରଣ ଅସ୍ପଷ୍ଟ

Advertisment
'ତୁମର ମୃତ୍ୟୁ ହୋଇଛି ସତ କିନ୍ତୁ ମୋ ହୃଦୟରେ ଅଛ' ଭାବି ନିଜ ପତ୍ନୀଙ୍କ ପାଇଁ ଡ୍ରଇଂରୁମରେ ଖୋଳିଲେ କବର

Photo: India Today

ନୂଅଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍‌ ନିକଟରେ ବୁଧବାର ଜଣେ ଓଡ଼ିଆ ଯୁବକ ଆତ୍ମଦାହ ଉଦ୍ୟମ କରିଥିବା ଜଣାପଡ଼ିଛି। ଯୁବକ ଜଣକ ହେଲେ କାର୍ତ୍ତିକ ମେହେର।

କାର୍ତ୍ତିକ ମେହେରଙ୍କ ଶରୀର ୯୦ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ରାମ ମନୋହର ଲୋହିଆ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମାତ୍ର କେଉଁ କାରଣକୁ ନେଇ ସେ ଆତ୍ମଦାହ ଉଦ୍ୟମ କରିଛନ୍ତି, ରିପୋର୍ଟ ଲେଖାଯିବା ବେଳକୁ ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe