ଓଡ଼ିଶାର ୧୦୮ ଆମ୍ବୁଲାନ୍‌ସକୁ ଜାତୀୟ ସ୍ବୀକୃତି

Advertisment
୧୦୮ ଆମ୍ବୁଲାନ୍‌ସ କର୍ମଚାରୀଙ୍କୁ ମିଳିବ ସ୍ବତନ୍ତ୍ର ଭତ୍ତା: ଡ୍ରାଇଭର, ଇଏମ୍‌ଟିଙ୍କୁ ୫ହଜାର ଓ ହେଲ୍‌ପରଙ୍କୁ ୩ହଜାର

ODISHA AGE

ଭୁବନେଶ୍ବର: ରାଜ୍ୟରେ ମାଗଣା ଆମ୍ବୁଲାନ୍‌ସ ସେବା ଯୋଗାଉଥିବା ୧୦୮ ଆମ୍ବୁଲାନ୍‌ସକୁ ଜାତୀୟ ସ୍ବୀକୃତି ମିଳିଛି। ନୂଆଦିଲ୍ଲୀର ରୋଜିଏଟ୍ ହାଉସରେ ଆୟୋଜିତ ଏକ ପୁରସ୍କାର ବିତରଣ ଉତ୍ସବରେ ୧୦୮ ଆମ୍ବୁଲାନ୍‌ସକୁ ଇଟି ଲିଡରସିପ୍ ଏକ୍ସିଲେନ୍‌ସି ଆୱାର୍ଡସ୍‌ ୨୦୨୨ ପ୍ରଦାନ କରାଯାଇଛି। ‘ପ୍ରି-ହସ୍ପିଟାଲ କେୟାର’ ବର୍ଗରେ ଜରୁରୀକାଳୀନ ଚିକିତ୍ସା ସେବା ପାଇଁ ଏହି ପୁରସ୍କାର ଦିଆଯାଇଛି। ଅଭିନେତ୍ରୀ ଇଶା ଗୁପ୍ତା ଓଡ଼ିଶାରେ ୧୦୮ ଆମ୍ବୁଲାନ୍‌ସ ପରିଚାଳନା କରୁଥିବା ଜିକିତ୍ସା ହେଲଥ କେୟାରର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ବାଳଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe