୨୫ରେ ରାଜ୍ୟପାଳଙ୍କ ଅଭିଭାଷଣ, ୨୮ରେ ବଜେଟ ଉପସ୍ଥାପନ

Advertisment
ଅର୍ଥ ପରିଚାଳନାରେ ବଡ଼ ବିଭ୍ରାଟର ଗନ୍ଧ, ବଡ଼ ବାବୁଙ୍କୁ ଡର!

telegraphindia.com

ଭୁବନେଶ୍ୱର: ଦିନକ ପରେ ଅର୍ଥାତ ଜୁନ ୨୫ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ମୌସୁମୀ ଅଧିବେଶନ ୨ଟି ପର୍ଯ୍ୟାୟରେ ହେବ ବୋଲି ଜଣାପଡ଼ିଛି। ବିଧାନସଭାର ଅଧିବେଶନ ପ୍ରଥମ ପର୍ଯ୍ୟାୟରେ ଜୁନ ୨୫ରୁ ଜୁଲାଇ ୨ ଯାଏଁ ବସିବାକୁ ଥିବା ବେଳେ ଜୁଲାଇ ୧୨ ରୁ ଅଗଷ୍ଟ ୮ ଯାଏ ଚାଲିବ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିବ।

ସେହିପରି ମୌସୁମୀ ଅଧିବେଶନ ଅବସରରେ ଆଗାମୀ ୨୮ତାରିଖରେ ବଜେଟ ଉପସ୍ଥାନପନ ହେବ। ଏହା ପୂର୍ବରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜୁନ ୨୫ରେ ଅଭିଭାଷଣ ପ୍ରଦାନ କରିବେ। ଚଳିତ ବଜେଟ ଅଧିବେଶନରେ ୩୦ଟି କାର୍ଯ୍ୟଦିବସ ରହିଛି। ସରକାରୀ ବିଲ୍‌ ପାଇଁ ୩ ଓ ବେସରକାରୀ ବିଲ୍‌ ପାଇଁ ୩ଟି କାର୍ଯ୍ୟଦିବସ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe