ଭୁବନେଶ୍ବର : ଆସନ୍ତାକାଲି ଦିନ ୧୨ଟା ୧୫ ମିନିଟରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। କ୍ୟାବିନେଟରେ କେତୋଟି ପ୍ରସ୍ତାବ ଆସିବ ସେ ନେଇ ସୂଚନା ମିଳିପାରିନି। ବିଧାନସଭା ଚାଲୁଥିବାରୁ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କିତ କୌଣସି ତଥ୍ୟ ଗଣମାଧ୍ୟମକୁ ପ୍ରଦାନ କରାଯିବନି।
କ୍ୟାବିନେଟ ବୈଠକ ଆଜି
Advertisment
Follow Us