ଶନିବାର କ୍ୟାବିନେଟ ବୈଠକ

Advertisment
ଶନିବାର କ୍ୟାବିନେଟ ବୈଠକ

Odisha Diary

ଭୁବନେଶ୍ବର : ଆସନ୍ତା ଶନିବାର ସନ୍ଧ୍ୟା ୫ଟା ୪୫ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ। ନିୟମାନୁଯାୟୀ ବିଜେଡି ସରକାରର ଚତର୍ଥ ପାଳି ସମାପ୍ତି ନେଇ କ୍ୟାବିନେଟ ବୈଠକରେ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। ଏହାସହିତ 'ଫନି' ବାତ୍ୟାରେ ଅଧିକ ମାତ୍ରାରେ କ୍ଷତି ହୋଇଥିବା ଅଞ୍ଚଳର ପୁନରୁଦ୍ଧାର ପାଇଁ କିଛି ପ୍ରସ୍ତାବ ମଧ୍ୟ ରାଜସ୍ବ ବିଭାଗରୁ ଆସିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe