ଆଇପିଏସ୍ ୱାଇବି ଖୁରାନିଆ ହେଲେ ବିଏସ୍ଏଫ୍ ଆଇଜି

Advertisment
ଆଇପିଏସ୍ ୱାଇବି ଖୁରାନିଆ ହେଲେ ବିଏସ୍ଏଫ୍ ଆଇଜି

ଭୁବନେଶ୍ବର : ଓଡ଼ିଶା କ୍ୟାଡର୍‌ ତଥା ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର ୱାଇବି ଖୁରାନିଆ ବିଏସ୍ଏଫ୍ ଆଇଜି ଭାବେ କେନ୍ଦ୍ରରେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ ୫ ବର୍ଷ ପାଇଁ ଏହି ପଦବିରେ ନିଯୁକ୍ତି ଦିଆଯାଇଛି। ଶ୍ରୀ ଖୁରନିଆ ବିଏସଏଫ୍ ଆଇଜି ଭାବେ ଦାୟିତ୍ବ ନେବା ପରେ‌ ଓଡ଼ିଶାରେ ନକ୍ସଲ ଅଭିଯାନ ଉପରେ ତାଙ୍କର ଅଧିକ ଗୁରୁତ୍ବ ରହିବ ବୋଲି ସେ କହିଛନ୍ତି।

ପ୍ରକାଶଥାଉକି, ଶ୍ରୀ ଖୁରାନିଆ ପୁଲିସ କମିସନର ଥିଲେ। ଏହା ପରେ ତାଙ୍କର ବଦଳି ପୁଲିସ ମୁଖ୍ୟାଳୟକୁ ହୋଇଥିଲା। କିଛି ଦିନ ତଳେ ସେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଦିଲ୍ଲୀ ପଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe