ହାଇଦ୍ରାବାଦ ବନ୍ୟା ପାଇଁ ଓଡ଼ିଶା ଦେଲା ୫ କୋଟି

Advertisment
ହାଇଦ୍ରାବାଦ ବନ୍ୟା ପାଇଁ ଓଡ଼ିଶା ଦେଲା ୫ କୋଟି

News Digital Hai

ଭୁବନେଶ୍ବର : ହାଇଦ୍ରାବାଦରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତରେ ଓଡ଼ିଶା ସହଯୋଗର ହାତ ବଢ଼ାଇଛି। ବନ୍ୟା ପରବର୍ତ୍ତୀ ରିଲିଫ୍ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତେଲେଙ୍ଗାନା ସରକାରଙ୍କୁ ୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ବିଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe