କୋଇଲା ଖଣିରେ ଶ୍ରମିକ ଫସିରହିବା ଘଟଣା: ଆସନ୍ତାକାଲି ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ଟିମ୍‌ ଯିବେ ମେଘାଳୟ

Advertisment
କୋଇଲା ଖଣିରେ ଶ୍ରମିକ ଫସିରହିବା ଘଟଣା: ଆସନ୍ତାକାଲି ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ଟିମ୍‌ ଯିବେ ମେଘାଳୟ

ଭୁବନେଶ୍ୱର: ମେଘାଳୟରେ ପାଖାପାଖି ୧୫ ଦିନ ହେବ କିଛି ଶ୍ରମିକ କୋଇଲା ଖଣିରେ ଫସିରହିଛନ୍ତି। ଏମାନଙ୍କ ଉଦ୍ଧାର ଏପର୍ଯ୍ୟନ୍ତ କରାଯାଇ ପାରୁ ନାହିଁ। ତେଣୁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ଟିମ୍‌ ଶୁକ୍ରବାର ମେଘାଳୟ ଯିବେ। ସେଠାରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ଓଡ଼ିଶା ଟିମ୍‌ ସହାୟତା ପ୍ରଦାନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe