ଏକକାଳୀନ ୯୩୮ଜଣ ଏମ୍‌ବିବିଏସ ଡାକ୍ତରଙ୍କୁ ନିଯୁକ୍ତି

ଏକକାଳୀନ ୯୩୮ଜଣ ଏମ୍‌ବିବିଏସ ଡାକ୍ତରଙ୍କୁ ନିଯୁକ୍ତି

ଭୁବନେଶ୍ବର : ରାଜ୍ୟରେ ଡାକ୍ତର ଅଭାବ ପୂରଣ କରିବାକୁ ଏକାଥରକେ ୯୩୮ଜଣ ଏମ୍‌ବିବିଏସ ଡାକ୍ତରଙ୍କୁ ଆସିଷ୍ଟାଣ୍ଟ ସର୍ଜନ ପଦବିରେ ନିଯୁକ୍ତି ଦେବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖାଲି ପଡ଼ିଥିବା ଡାକ୍ତର ପଦବିରେ ନିଯୁକ୍ତି ଦିଆଯାଇଛି। ଏତେ ସଂଖ୍ୟକ ଡାକ୍ତର ନିଯୁକ୍ତି ପରେ ରାଜ୍ୟରେ ଡାକ୍ତର ସଂଖ୍ୟା ୫ ହଜାର ୭୦୭ରେ ପହଞ୍ଚିଛି। ମୋଟ ଆବଶ୍ୟକ ଥିବା ୬ ହଜାର ୭୧୯ ପଦବିରୁ ବର୍ତ୍ତମାନ ସୁଦ୍ଧା ୧ ହଜାର ୧୨ଟି ପଦବି ଖାଲି ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe