ଓଡ଼ିଶା ଇନ୍‌ଫ୍ରାଟେକ୍‌ର ନିର୍ଦ୍ଦେଶକ ଗିରଫ

Advertisment
‘ସମ୍ବାଦ’ ବିରୋଧରେ ଇଓଡବ୍ଲୁରେ ମାମଲା: ସିଓଓଙ୍କୁ ଜେରା

ଭୁବନେଶ୍ୱର: ଓଡ଼ିଶା ଇନ୍‌ଫ୍ରାଟେକ୍‌ ନିର୍ଦ୍ଦେଶକ ମନୋରଂଜନ ଷଡ଼ଙ୍ଗୀଙ୍କୁ ଆଜି କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ଖୋର୍ଦ୍ଧା ଜିଲ୍ଲାର ସାରୁଅ ଗାଁରେ ଜମି କିଣାବିକା ମାମଲାରେ ଗିରଫ ହେବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ମନୋରଂଜନଙ୍କ ନାଁରେ ଦଫା ୪୨୦, ୪୨୩, ୪୬୬, ୪୬୮, ୪୭୧, ୧୨୦ ବି’ର ସେକ୍ସନ ୩ (୧) (ଜି, କ୍ୟୁ)ଏସ୍‌ସି/ଏସ୍‌ଟି ଆଇନ୍‌ରେ ଗିରଫ କରାଯାଇଛି।

ସୂଚନାଯୋଗ୍ୟ ଓଟିଭିର ଚିଫ୍‌ ଫାଇନାନ୍ସ ଅଫିସର ଅଛନ୍ତି ମନୋରଂଜନ ଷଡ଼ଙ୍ଗୀ। କ୍ରାଇମବ୍ରାଞ୍ଚ ଆଜି ସକାଳୁ ମନୋରଂଜନଙ୍କୁ ତାଙ୍କ ଘରୁ ଉଠାଇ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe