ଓଡ଼ିଶା ଲଳିତ କଳା ଏକାଡେମି ଚିତ୍ରକଳା ପ୍ରଦର୍ଶନୀ : ଆହ୍ବାନ ହେଲା ଚିତ୍ର, ୮ ଚିତ୍ରକୁ ପୁରସ୍କୃତ କରାଯିବ

Advertisment
ଧର୍ମପଦ ପୁରସ୍କାର ପାଇଁ ପ୍ରସ୍ତାବ ଆହ୍ବାନ

Times of India

ଭୁବନେଶ୍ବର : ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ରାଜ୍ୟସ୍ତରୀୟ ଚିତ୍ରକଳା/ମୁଦ୍ରଣକଳା/ଭାସ୍କର୍ଯ୍ୟ/ପାରମ୍ପରିକ ଚିତ୍ରର ପ୍ରଦର୍ଶନୀ ଆୟୋଜନ କରାଯିବ। ୨୦୨୦-୨୧ ବର୍ଷ ନିମନ୍ତେ ଆୟୋଜିତ ପ୍ରଦର୍ଶନୀର ଶ୍ରେଷ୍ଠ ୮ଟି କୃତିକୁ ପୁରସ୍କୃତ କରାଯିବ। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା, ମାନପତ୍ର ଓ ଟ୍ରଫି ସହିତ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ କରାଯିବ। ଆଗ୍ରହୀ ଶିଳ୍ପୀମାନେ ନିୟମାବଳି ଓ ଫର୍ମ ଏକାଡେମିର ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି। ଶିଳ୍ପୀମାନେ ନିଜର କଳାକୃତିର ୨ଟି ରଙ୍ଗିନ ଫଟୋ ପଠାଇବାକୁ କୁହାଯାଇଛି। ଅଗଷ୍ଟ ୨୦ରୁ ୩୧ତାରିଖ ମଧ୍ୟରେ ଏହା ପଠାଇବାକୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe