ବିଧାନସଭାରେ ପ୍ରଥମ ଥର ପାଇଁ ଅନଲାଇନରେ ପ୍ରଶ୍ନୋତ୍ତର ହେବ, ସୂଚନା ଦେଲେ ବାଚସ୍ପତି

Advertisment
କେନ୍ଦ୍ରମନ୍ତ୍ରୀ ଚିଠି ନପାଇବା କହିବା ଦୁଃଖ ଲାଗୁଛି ଓ ମୋତେ ଚକିତ କରିଛି: ବାଚସ୍ପତି

The Quint

ଭୁବନେଶ୍ବର: ପ୍ରଥମ ଥର ପାଇଁ ବିଧାନସଭାର ପ୍ରଶ୍ନକାଳ ଅନଲାଇନରେ ଚାଲିବ। ବିଧାନସଭା ବଜେଟ ଅଧିବେଶନରେ ପ୍ରଶ୍ନୋତ୍ତର କାଳକୁ ପେପରଲେସ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ବଜେଟ ଅଧିବେଶନରେ ସମସ୍ତ ବିଧାୟକ ଅନଲାଇନରେ ପ୍ରଶ୍ନ ପଚାରିବେ ଓ ବିଧାୟକଙ୍କ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଅନଲାଇନରେ ଦେବେ। ବିଧାୟକଙ୍କ ମୋବାଇଲକୁ ସିଧା ଉତ୍ତର ପଠାଇ ଦିଆଯିବ।

ନାଭା ଆପ୍ ଜରିଆରେ ବିଧାନସଭାରେ ପ୍ରଶ୍ନୋତ୍ତର ଅନଲାଇନରେ ହେବ ବୋଲି ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe