ଧର୍ମଶାଳା: କ୍ୟାବିନ୍ରେ ଚାଲିଛି ଚୋରା ତେଲ ବେପାର। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଖୋଲାଖୋଲି ତେଲ ଅପମିଶ୍ରଣ ଓ ଚୋରା କାରବାର ଚାଲିଛି। ଏ ସଂକ୍ରାନ୍ତରେ ଆଜି ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ବିଭିନ୍ନ କ୍ୟାବିନରେ ଚଢ଼ଉ କରି ଚୋରା ତେଲ ବେପାରୀଙ୍କ ସାମଗ୍ରୀ ଜବତ କରି ନେଇଛନ୍ତି।
ଚୋରା ତେଲ ବେପାରୀଙ୍କ ଉପରେ ଚଢ଼ଉ, ସାମଗ୍ରୀ ଜବତ
Advertisment
Follow Us