ବାରହା ଆକ୍ରମଣରେ ବୃଦ୍ଧା ଆହତ

ବାରହା ଆକ୍ରମଣରେ ବୃଦ୍ଧା ଆହତ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କୟାକୁଦ ପଞ୍ଚାୟତ କୟାକୁଦ ଗ୍ରାମର ଜଣେ ବୃଦ୍ଧା ସୋମବାର ସକାଳ ପ୍ରାୟ ୮ଟା ବେଳେ ବାରହା ଆକ୍ରମଣରେ ଆହତ ହୋଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ମୃତକ ହେଲେ ଅହଲ୍ୟା ଭୋଇ(୬୦)। ସେ ଗାଁ ନିକଟସ୍ଥ ପଡ଼ିଆକୁ କେନ୍ଦୁପତ୍ର ସଂଗ୍ରହ କରିବାକୁ ଯାଇଥିବା ବେଳେ ବାରହା ଆକ୍ରମଣର ଶିକାର ହୋଇଥିଲେ। ସେହିପରି ଆମଲିପାଣି ଗ୍ରାମର ଲକ୍ଷ୍ମୀପ୍ରିୟା ଧୁରୁଆ(୯), ଶୁଖା ଧୁରୁଆ(୩୫), ଶାନ୍ତି ମୁଣ୍ଡା (୩୫) ଓ ରିଙ୍କି ମୁଣ୍ଡା(୧୬) ପ୍ରମୁଖ ଗୁରୁତର ହୋଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe