ମାଲଗାଡ଼ି ଧକ୍କାରେ ବୃଦ୍ଧ ମୃତ

ପୋଖରୀରେ ପଦ୍ମଫୁଲ ତୋଳିବାକୁ ଯାଇ ପାଣିରେ ବୁଡ଼ିଗଲେ ଯୁବତୀ

image--indiatoday

ଯୁଯୁମୁରା : ସମ୍ବଲପୁର-ଅନୁଗୁଳ ରେଳ ଲାଇନ୍‌ର ଯୁଯୁମୁରା ଥାନା ମୁଣ୍ଢେର ତାମ୍ବି ଡୁଙ୍ଗୁରି ନିକଟସ୍ଥ ରେଳ ଲାଇନ୍‌ରେ ଶୁକ୍ରବାର ଦିନ ୧୨ଟା ସମୟରେ ଏକ ମାଲ୍‌ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧଙ୍କ ଆନୁମାନିକ ବୟସ ୬୫ ବର୍ଷ ‌ହେବ। ସମ୍ବଲପୁର ଜିଆର୍‌ପି ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିବା ସମୟରେ ଏସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଖବର ଲେଖାହେବା ଯାଏଁ ମୃତ ବୃଦ୍ଧଙ୍କ ପରିଚୟ ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe