ବିଷ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା

Advertisment
ବିଷ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା

representational immage - Deccan Chronicle

ରେଢ଼ାଖୋଲ: ରେଢ଼ାଖୋଲ ଥାନା ଲୁହାପଙ୍କ ଗ୍ରାମର ପୁରୁଷୋତ୍ତମ ପ୍ରଧାନ (୬୦) ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ଘରୋଇ କଳହକୁ କେନ୍ଦ୍ର କରି ଶୁକ୍ରବାର ଦିନ ୩ଟାରେ କୀଟନାଶକ ପିଇ ଦେଇଥିଲେ। ଜାଣିବା ପରେ ପରିବାର ଲୋକ ତୁରନ୍ତ ତାଙ୍କୁ ରେଢ଼ାଖୋଲ ଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରିରଖିଛି। ଶନିବାର ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe