ମାଓ କାର୍ଯ୍ୟକଳାପ ପାଇଁ ଜଣେ ଗିରଫ

ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

adaderana.lk

ମୋହନା : ମାଓ କାର୍ଯ୍ୟକଳାପରେ ସ˚ପୃକ୍ତ ଥିବା ଅଭିଯୋଗରେ ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଡୋକାପଙ୍କା ଗ୍ରାମର ପ୍ରଫୁଲ ପରିଚ୍ଛାଙ୍କୁ ପୁଲିସ ଗିରଫ କରିଛି । ୨୦୦୮ରୁ ୨୦୧୦ ମଧ୍ୟରେ ଘଟିଥିବା ମାଓ ହି˚ସା ଘଟଣାରେ ପ୍ରଫୁଲ୍ଲ ସ˚ପୃକ୍ତ ଥିବାହେତୁ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ଉ ଜାରି ରଖିଥିଲା। ଡୋକାପଙ୍କା ଗ୍ରାମରେ ନିଜ ଘରେ ଥିବା ସୂଚନା ପାଇବା ପରେ ପୁଲିସ ଟିମ୍‌ ଚଢ଼ଉ କରି ପ୍ରଫୁଲ୍ଲଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଆଜି ପ୍ରଫୁଲ୍ଲଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଅଡ଼ବା ଥାନାଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe