ପୋଲରୁ ଖସିପଡ଼ି ଜଣେ ମୃତ

Advertisment
ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ଯାଜପୁରସଦର: ଯାଜପୁରଟାଉନ ଥାନା ଅନ୍ତର୍ଗତ ଯାଜପୁର ଭଦ୍ରକ ସୀମାନ୍ତ ବଳିଘାଇ ବ୍ରିଜ୍‌ରୁ ଖସିପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ମୃତବ୍ୟକ୍ତି ଭଦ୍ରକ ଜିଲ୍ଲା କୋରକରା ଅଞ୍ଚଳର ମନୋଜ କୁମାର ଜେନା(୫୦)। ସେ ବହୁ ସମୟରେ ଏହି ବ୍ରିଜ୍‌ ଉପରେ ବସୁଥିବା ସ୍ଥାନୀୟ ଲୋକ କହନ୍ତି। ତେବେ କୌଣସି କାରଣରୁ ବ୍ରିଜ୍‌ ଉପରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ଆଜି ସକାଳୁ ଖବର ପାଇ ଯାଜପୁର ଟାଉନ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe