ଗାଡ଼ି ଧକ୍କାରେ ଜଣେ ମୃତ: ରାଜପଥ ଅବରୋଧ

Advertisment
ପାଣି ଭର୍ତ୍ତି ବାଲ୍‌ଟିରେ ବୁଡ଼ି ଶିଶୁପୁତ୍ରର ମୃତ୍ୟୁ

sisat

ବୌଦ୍ଧ: ଏକ ବୋଲେରୋ ପିକ୍‌-ଅପ୍‌ ଭ୍ୟାନ ଶୁକ୍ରବାର ଅପରାହ୍‌ଣ ୪ଟା ସମୟରେ ଚମ୍ପାପୁର ଗ୍ରାମର ପୁରୁଷୋତ୍ତମ ମେହେରଙ୍କୁ ଧକ୍କା ଦେଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଶନିବାର ଅପରାହ୍‌ଣ ପ୍ରାୟ ୧ଟାରେ ଗ୍ରାମର ଲୋକମାନେ ଶବ ରଖି ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ।

ପ୍ରାୟ ଏକ ଘଣ୍ଟା ରାସ୍ତା ଅବରୋଧ ରହିବା ଯୋଗୁଁ ଯାତାୟାତ ଠପ ହୋଇ ଯାଇଥିଲା। ବୌଦ୍ଧ ସଦର ପୁଲିସ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe