ହାତୀ ଆକ୍ରମଣରେ ଜଣେ ମୃତ

Advertisment
ହାତୀ ଆକ୍ରମଣରେ ଜଣେ ମୃତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର, ନୂଆଗାଁ, ବିଶ୍ରା ଓ କୁଆରମୁଣ୍ଡା ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉତ୍ପାତରେ ଗତ ଦୁଇ ମାସ ମଧ୍ୟରେ ୫ ଜଣଙ୍କ ଜୀବନ ହାନୀ ଘଟିଥିବା ବେଳେ ଆଉ ଜଣେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ବୀରମିତ୍ରପୁର ଜଙ୍ଗଲ ରେଞ୍ଜ ଅନ୍ତର୍ଗତ କୋକେରମା ପଞ୍ଚାୟତର ଲଲେଇଖମଣ ଗାଁ’ର ଛତ୍ରୀ କୁଜୁର (୫୦) ଭୋରରେ ଶୌଚ ପାଇଁ ଯାଇଥିବା ବେଳେ ହାତୀ ତାଙ୍କୁ କଚାଡ଼ି ମାରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe