ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ନବରଙ୍ଗପୁର ଗ୍ରାମରେ ରବିବାର ରାତିରେ ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଜଣେ ବାବୁ ଗୌଡ଼(୩୬)ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ପ୍ରଦୀପ ସାହୁ (୩୦)କୁ ଏମକେସିଜି ମେଡିକାଲ ଅଣାଗଲା। ରାଜନୈତିକ ବିବାଦରୁ ବିପକ୍ଷ ଗୋଷ୍ଠୀ ଆକ୍ରମଣ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛି ।
ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ, ଅନ୍ୟ ଜଣେ ଆହତ
Advertisment
Follow Us