ଗାଡ଼ି ଧକ୍କାରେ ପଥଚାରୀ ମୃତ

ବୀର ପାଲ୍ ମୃତ୍ୟୁ ଘଟଣା: ଶବକୁ ନେଇ ସନ୍ଦେହ; ଡିଏନ୍‌ଏ ପରୀକ୍ଷା ପାଇଁ ଅଦାଲତରେ ଆବେଦନ

bbc

କାଳିଆପାଣି : କାଳିଆପାଣି ଥାନା ରାଁସୋଳ ପଞ୍ଚାୟତ ବରଗଜୀ ଗାଁ'ମୁଣ୍ଡ ରାସ୍ତାରେ ଶୁକ୍ରବାର ରାତିରେ ଅଜଣା ଗାଡ଼ି ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଛି। ସେ ହେଲେ ରାଁସୋଳ ଗାଁର ପୂର୍ବତନ ଗ୍ରାମରକ୍ଷୀ ସ୍ବର୍ଗତ ବଂଶୀଧର ପାତ୍ରଙ୍କ ପୁଅ ଗୋଲେଖ(୫୩)। କୌଣସି କାମରେ ସେ ଦେଢ଼ କିଲୋମିଟର ଦୂର ବରଗଜୀ ଗାଁକୁ ଆସି ଘରକୁ ଫେରୁଥିଲେ। ଗାଁ ମୁଣ୍ଡରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଗ୍ରାମରକ୍ଷୀ ତଥା ମୃତକଙ୍କ ବଡ଼ଭାଇ ରବି ପାତ୍ରଙ୍କ ସୂଚନାକ୍ରମେ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଥିଲେ ମଧ୍ୟ ଗାଡ଼ିର ପତ୍ତା ମିଳିନି। ପୁଲିସ ଶବ ଜବତ କରି ପ୍ରାଥମିକ ଅନୁସନ୍ଧାନ ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe