ଟ୍ରାକ୍ଟର ଓଲଟି ଜଣେ ମୃତ, ୨ ଗୁରୁତର

Advertisment

ଯାଜପୁର ସଦର ଥାନା ଆଡଙ୍ଗ ବେଆଇନ ବାଲି ଖାଦାନରୁ ବାଲି ବୋହିବା କାର୍ଯ୍ୟ କରୁଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଛି। ଗାଡ଼ିରେ ଚାପି ହୋଇ ହେଲପର ଅର୍ଜୁନ ନାୟକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି....

One dead, two seriously injured as tractor overturns

One dead, two seriously injured as tractor overturns Photograph: (sambad.in)

ଯାଜପୁର: ଯାଜପୁର ସଦର ଥାନା ଆଡଙ୍ଗ ବେଆଇନ ବାଲି ଖାଦାନରୁ ବାଲି ବୋହିବା କାର୍ଯ୍ୟ କରୁଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଛି। ଗାଡ଼ିରେ ଚାପି ହୋଇ ହେଲପର ଅର୍ଜୁନ ନାୟକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଉଭୟ ଆହତଙ୍କୁ ଅଗ୍ନିଶମ ଟିମ୍ ଚିକିତ୍ସା ଲାଗି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।  ଜଣେ ଆହତ ହେଉଛନ୍ତି ଅର୍ଜୁନ ଜେନା, ଏବଂ ଅନ୍ୟ ଆହତ ହେଉଛନ୍ତି ସୌମ୍ୟ ରଞ୍ଜନ ପଣ୍ଡା। 

Jajpur | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe