କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତରେ ଘଡ଼ଘଡ଼ି ପଡି ଜଣେ ମୃତ

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତରେ ଘଡ଼ଘଡ଼ି ପଡି ଜଣେ ମୃତ

Medium

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତରେ ଘଡ଼ଘଡ଼ି ପଡି ଜଣେ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଉଛନ୍ତି କଜଳପତିଆ ଗାଁ’ର ଭବାନୀ ମୁଖାର୍ଜୀ। ବୟସ ୩୫ ବର୍ଷ। ତାଙ୍କର ମୃତ ଦେହକୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ରଖାଯାଇଛି। ଆଜି ସନ୍ଧ୍ୟାରେ ହଠାତ୍‌ ମେଘ ପବନ ହେବା ସହ ଘଡ଼ଘଡ଼ି ପଡିବାରୁ ଏଭଳି ଏକ ଦୁଃଖଦ ଘଟଣା ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe