ଓପିଜିସି ୟୁନିଟ୍‌ ୧ ଚାଲିଲା

ଓପିଜିସି ୟୁନିଟ୍‌ ୧ ଚାଲିଲା

ଇବ୍‌ଥର୍ମାଲ : ଓପିଜିସି ବନହରପାଲିସ୍ଥିତ ୟୁନିଟ୍‌ କାର୍ଯ୍ୟକ୍ଷମ ହୋଇଛି। ରବିବାର ଅପରାହ୍‌ଣ ୨ଟା ୩୨ ମିନିଟ୍‌ରେ ଏହି ୟୁନିଟ୍‌ରୁ ୨୧୦ ମେଗାଓ୍ଵାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ପୁଣି ଆରମ୍ଭ ହୋଇଛି। ଗତ ୧୭ ତାରିଖ ରାତିରୁ ୟୁନିଟ୍‌ ୨ ବନ୍ଦ ଥିବା ବେଳେ ଗତ ମଙ୍ଗଳବାର ରାତିରେ ୟୁନିଟ୍‌ ୧ ମଧ୍ୟ ଜେନେରେଟରରୁ ତେଲ ଲିକେଜ୍‌ ଯୋଗୁଁ ବନ୍ଦ କରି ଦିଆଯାଇଥିଲା। ଦ୍ୱିତୀୟ ୟୁନିଟ୍‌ରେ ଏବେ ବି ମରାମତି କାର୍ଯ୍ୟ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe