ଫର୍ମ ପୂରଣ ପାଇଁ ଯୁକ୍ତ ୨ ପରୀକ୍ଷାର୍ଥୀଙ୍କୁ ପୁଣି ସୁଯୋଗ

ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ୫ ପର୍ଯ୍ୟନ୍ତ ବଢ଼ିଲା

forum.edugorilla.com

ଭୁବନେଶ୍ବର : ଫର୍ମ ପୂରଣ କରି ନଥିବା ଯୁକ୍ତ୨ ପରୀକ୍ଷାର୍ଥୀଙ୍କ ଲାଗି ଶେଷ ସୁଯୋଗ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ, କରେସ୍‌ପୋଣ୍ଡେନ୍ସ ପାଠ୍ୟକ୍ରମର ରେଗୁଲାର, ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ୪୫୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିପାରିବେ। ଆସନ୍ତା ୨୮ ଓ ୨୯ ତାରିଖରେ ଫର୍ମ ପୂରଣ କରିବା ସହ ତଥ୍ୟ ଅପଡେଟ୍‌ ହେବ। ୨୮ରୁ ୩୦ ତାରିଖ ମଧ୍ୟରେ ଫି’ ଦାଖଲ କରିବେ। ଏସ୍‌ବି ଇ-କଲେକ୍ଟର୍‌ ଆନେକ୍ସ-୨କୁ ୩୧ ତାରିଖ ସୁଦ୍ଧା ମୁଖ୍ୟ ଓ ଜୋନାଲ କାର୍ଯ୍ୟାଳୟରେ ଦାଖଲ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe