ଅନାଥ ଦିବ୍ୟାଙ୍ଗ ଶିଶୁକୁ କୋଳେଇ ନେଲେ ବିଦେଶୀ ଦମ୍ପତି 

Advertisment
ଅନାଥ ଦିବ୍ୟାଙ୍ଗ ଶିଶୁକୁ କୋଳେଇ ନେଲେ ବିଦେଶୀ ଦମ୍ପତି 

ଧର୍ମଗଡ଼: ଦୁଇ ସନ୍ତାନ ଥାଇ ବି ଏକ ଦୃଷ୍ଟିବାଧିତ ଅନାଥ ଶିଶୁକୁ କୋ​ଳେଇ ନେଇଛନ୍ତି ଏକ ବିଦେଶୀ ଦମ୍ପତି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍‌ ଗମ୍ଭାରୀଗୁଡ଼ା ଯଶୋଦା ଅନାଥାଶ୍ରମରେ ଜଣେ ଦୃଷ୍ଟିବାଧିତ ଅନାଥ ଶିଶୁ ରହୁଥିଲା। ତାକୁ ସରକାରୀ ନୀତି ନିୟମ ଅନୁସାରେ ଆମେରିକାର କାଲିଫର୍ଣ୍ଣିଆ ସହରରୁ ଏକ ବିଦେଶୀ ଦମ୍ପତି ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି।

ଏହି ଦମ୍ପତି ବୁଧବାର ଏଠାକୁ ଆସି ଶିଶୁକୁ ନେଇ ଯାଇଛନ୍ତି। ଅନାଥାଶ୍ରମର ପୁରୋଧା ଶ୍ୟାମ ସୁନ୍ଦର ଜାଲ ଓ କସ୍ତୁରୀ ଜାଲ ଶିଶୁକୁ ବିଦେଶୀ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe