ପଦ୍ମପୁର ଉପ ନିର୍ବାଚନ: ‘ଜୟନାରାୟଣଙ୍କୁ ପ୍ରଚାରରୁ ବାଦ୍‌ ଦିଅ’

Advertisment
ପଦ୍ମପୁର ଉପ ନିର୍ବାଚନ: ‘ଜୟନାରାୟଣଙ୍କୁ ପ୍ରଚାରରୁ ବାଦ୍‌ ଦିଅ’

India Today

ପଦ୍ମପୁର: ବିରୋଧୀ ଦଳ ନେତା ଜୟନାରୟଣ ମିଶ୍ର ଗତକାଲି ଏକ ନିର୍ବାଚନୀ ସଭାରେ ମହିଳାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ତାଙ୍କୁ ନିର୍ବାଚନ ପ୍ରଚାରରୁ ବାଦ୍ ଦେବା ପାଇଁ  ଆଜି ବିଜେଡି ପକ୍ଷରୁ ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଠାରେ ଲିଖିତ ଅଭିଯୋଗ ହୋଇଛି। ଶ୍ରୀ ମିଶ୍ରଙ୍କ ଅପରାଧିକ ପୃଷ୍ଠଭୂମି ରହିଛି।

ସେ ହତ୍ୟା ଭଳି ସଂଗୀନ ଅଭିଯୋଗରେ ଜେଲ୍‌ ଯାଇ ଜାମିନରେ ଅଛନ୍ତି। ତେଣୁ ତାଙ୍କୁ ନିର୍ବାଚନୀ ପ୍ରଚାରରୁ ବାଦ୍ ଦେବା ପାଇଁ  ବିଜେଡି ପ୍ରବକ୍ତା ସଂଜୟ ବାବୁ, ସୌଭାଗ୍ୟ ନାଏକ, ଟାଉନ ସଭାପତି ନବ ସାହୁ, ଏନ୍‌ଏସି ଅଧ୍ୟାକ୍ଷା ସାବିତ୍ରୀ ବାଗ ପ୍ରମୁଖ ଲିଖିତ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe