ଦଦରା ସ୍କୁଟରରେ ଧାନ ବୁହା ଘଟଣା : ତଦନ୍ତ ଦାବି କଲେ ବିେରାଧୀ-ଶାସକ

Advertisment
ଦଦରା ସ୍କୁଟରରେ ଧାନ ବୁହା ଘଟଣା : ତଦନ୍ତ ଦାବି କଲେ ବିେରାଧୀ-ଶାସକ

ଭୁବନେଶ୍ବର : ବରଗଡ ଜିଲ୍ଲାରେ ଧାନ କିଣାବିକା ଅନିୟମିତତା ପ୍ରଶ୍ନ େନଇ ଆଜି ବିଧାନସଭାରେ ଉଭୟ ସରକାରୀ ଓ ବିେରାଧୀ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଘଟଣାରେ ସମବାୟ ବିଭାଗର ଭୂମିକାକୁ େନଇ ପ୍ରଶ୍ନ ଉଠାଯିବା ସହିତ ତଦନ୍ତ ଦାବି େହାଇଛି। ମାତ୍ର ଏ ସଂପର୍କରେ ମନ୍ତ୍ରୀ ଉଁ କି ଚୁଁ କିଛି ବି କହିନାହାନ୍ତି। େତବେ ବରଗଡର ବିେଜଡି ବିଧାୟକ କିନ୍ତୁ ଏହି େକଳେଙ୍କାରୀର ତଦନ୍ତ ଦାବି କରିଛନ୍ତି।

ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିେପାର୍ଟ ଆଧାରରେ ଆଜି କେଂଗ୍ରସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇଥିେଲ। ସ୍କୁଟର, ସ୍କୁଟି ଓ େମାଟର ସାଇକେଲକୁ ଭାରି ଯାନ ଦର୍ଶାଇ କିଭଳି ଧାନ ବୁହା େହାଇଛି େସ ତଥ୍ୟ ଅବତାରଣା କରିଥିେଲ ଗୃହରେ। କହିଥିେଲ, ୨୫ବର୍ଷର ପୁରୁଣା ସ୍କୁଟରରେ ୨୪ ଟନ୍ ଧାନ ବୁହାଯାଇଛି। ସରସରା ସମବାୟ ସମିତିରେ ଗତ େମ ୩୦ରେ ଟିପି ନମ୍ବର ୭୬୨ରେ ଓଆର୍ ୧୭ ଜି ୮୫୧୯ରେ ୨୨ ଟନ୍ ଧାନ ମିଲକୁ ଯାଇଛି। େଗାବିନ୍ଦପୁର ସମବାୟ ସମିତିେର ବି ଏମିତି େହାଇଛି। ଧାନ କିଣାରେ େକଡେ ବଡ଼ େକଳେଙ୍କାରୀ ଚାଲିଛି, େସ ନେଇ ଶ୍ରୀ ବାହିନୀପତି ଅସନ୍ତୋଷ ବ୍ୟକ୍ତ କରିଥିେଲ। ବିେରାଧୀ ଦଳ େନତା ନରସିଂହ ମିଶ୍ରଙ୍କ ସମେତ ଅନ୍ୟ େନତାମାେନ ମଧ୍ୟ ଏହି ଦୁର୍ନୀତି େନଇ ଅସନ୍ତୋଷ ଝାଡିଥିେଲ। ବିନା ନମ୍ବରରେ ଟନ୍ ଟନ୍ ଧାନ କୁଆଡେ ଗଲା ତାର ଜବାବ ମାଗିଥିେଲ ମନ୍ତ୍ରୀଙ୍କୁ। ଶ୍ରୀ ମିଶ୍ର କହିଥିେଲ, ଚାଷୀଙ୍କୁ ଠକିବାର ଏହା ଆଉ ଏକ ତରିକା।

ଏହି ସମୟରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ, ମନ୍ତ୍ରୀ କଣ ବାଡି ଧରି ବସିଥାେନ୍ତ। ବିେରାଧୀ ଦଳ େନତା କହିଥିଲେ, ମନ୍ତ୍ରୀ ବାଡି ଧରି କାହିଁକି ବସିବେ, ତାଙ୍କ ଘରକୁ ଯାହା ଆସୁଛି, ତାହା ରଖୁଥିେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe