ପଦ୍ମପୁର ଉପନିର୍ବାଚନ, ପ୍ରାର୍ଥୀଙ୍କୁ ମିଳିଲା ଦଳୀୟ ଚିହ୍ନ          

Advertisment
ପଦ୍ମପୁର ଉପନିର୍ବାଚନ, ପ୍ରାର୍ଥୀଙ୍କୁ ମିଳିଲା ଦଳୀୟ ଚିହ୍ନ          

Sambad

ବରଗଡ଼: ପଦ୍ମପୁର ଉପନିର୍ବାଚନରେ ପ୍ରତିନ୍ଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ପାଇଁ ଆଜି ନିର୍ବାଚନୀ ଚିହ୍ନ ଜାରି ହୋଇଛି।

ବିଜେଡିର  ବର୍ଷା ସିଂ ବରିହାଙ୍କୁ ଶଙ୍ଖଚିହ୍ନ, ବିଜେପିର ପ୍ରଦୀପ ପୁରୋହିତଙ୍କୁ ପଦ୍ମଫୁଲ, କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ହାତ ଚିହ୍ନ, ଓଜେପିର ମୁକ୍ତେଶ୍ୱର ଦାଶଙ୍କୁ ବଂଶୀ, ଅଖିଳ ଭାରତୀୟ ହିନ୍ଦୁ ମହାସଭାର ବିଦ୍ୟାଧର ପାଣ୍ଡବଙ୍କୁ ନଡ଼ିଆ ବଗିଚା, ସ୍ୱାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତଙ୍କୁ ବ୍ୟାଟ୍‌, ଉଦିତ ବୋଣ୍ଡିଆଙ୍କୁ ସ୍କୁଲ ବ୍ୟାଗ, ଦେବାର୍ଚ୍ଚନ ନାଏକଙ୍କୁ ବାଲ୍‌ଟି, ଶେଷଦେବ ସାହୁଙ୍କୁ ଟ୍ରକ୍‌ ଓ ଗଙ୍ଗାଧର ସାହାଙ୍କୁ ଆଖୁ ଚାଷୀ ଚିହ୍ନ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe