ବଜ୍ରକାପ୍ତା ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର

Advertisment
ବଜ୍ରକାପ୍ତା ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର

ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ କତୁରୁ ପଞ୍ଚାୟତ ରାମେୟାପଟଣା ସମୁଦ୍ରତଟରୁ ଏକ ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଆଜି ଭୋର୍‌ରେ ମତ୍ସ୍ୟଜୀବୀମାନେ ବଜ୍ରକାପ୍ତାଟିକୁ ଠାବ କରିଥିଲେ। ଗାଁ ମୁଖିଆ ତଥା ନାଇଡୁ ଦିଲ୍ଲେ‌ଶ ରେଡ୍ଡୀ ବଜ୍ରକାପ୍ତାଟିକୁ ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ବଜ୍ରକାପ୍ତାଟିର ଓଜନ ୧୪.୭୯୦ କେଜି ହେବ। ଏନେଇ ବ୍ରହ୍ମପୁର ଡିଏଫଓ ସନ୍ନି ଖୋକରଙ୍କ ସହ ଯୋଗାଯୋଗ କରିବାରୁ ବଜ୍ରକାପ୍ତା ଉଦ୍ଧାର ସଂପର୍କରେ କୌଣସି ସୂଚନା ହସ୍ତଗତ ହୋଇ ନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe